Monday 2 September 2024

ଦଶ ମାସ ଦେବକୀ ଉଦରରେ କୋଟି ରବିରେ ଝଲସେ ବନ୍ଦୀଶାଳ

ଦଶ ମାସ ଦେବକୀ ଉଦରରେ କୋଟି ରବିରେ ଝଲସେ ବନ୍ଦୀଶାଳ ମୁହୂର୍ତ୍ତ କେତୁଟା ବସୁଦେବ ଶିରରେ ଉଗ୍ରସେନ କଟୁଆଳ ଉଲ୍ଲସିତ ଚଉଦ ବର୍ଷ ଯଶୋଦା ଅଳାରେ କୋଟି ବସନ୍ତେ ଯମୁନା କୂଳ ସଜା କ୍ଷଣେ ହୃଦୟ ପଦ୍ମରେ ବସ ବନମାଳୀ ମୋହନ ବଂଶୀ ରାଧା ଚିତ୍ତ

No comments:

Post a Comment