Sunday, 6 October 2024

ଶଶ୍ମାନ ଗାତରେ ଯେବେ ମୋତେ ପୋତି ଦେବେ ମାଆ

ଶଶ୍ମାନ ଗାତରେ ଯେବେ ମୋତେ ପୋତି ଦେବେ ମାଆ ଅତି ନିରୋଳା ସ୍ଥାନ ତୋ ସ୍ନେହ ପରଶ ସବୁକୁ ଗଣୁଥିବି ତୁହି ଯେ ମାଆ ମୋର ସ୍ୱୟଂ ଦୁର୍ଗତିନାଶିନୀ ଦୁର୍ଗା ଅଙ୍ଗ ଅତି ନିରୋଳା ସ୍ଥାନ ତୋ ପାଦକୁ ଧିରେ ଧିରେ ଚିପୁଥିବି

No comments:

Post a Comment