A flower with 4 petals
Sunday, 6 October 2024
ତୋହରି ପଦ୍ମକୋମଳ ପାପୁଲିରେ ପଦସ୍ଥାପି ଶୟନ ଗଲେ ଅପଲକ
ତୋହରି ପଦ୍ମକୋମଳ ପାପୁଲିରେ ପଦସ୍ଥାପି ଶୟନ ଗଲେ ଅପଲକ ଓଁ ନମୋ ନମଃ ନମସ୍ତୁତେ ଜନନୀ ପଦ୍ମାଳୟା କାହୁଁ ଲଭନ୍ତା ପାତକୀ ତୋହରି ବରାଭୟ ମୁଦ୍ରାରେ ଏ ଅଧମ ସନ୍ତାନର କଲ୍ୟାଣ ରହିଅଛି ଓଁ ନମୋ ନମସ୍ତୁତେ ଜନନୀ ଶ୍ରୀହରି ପଦ୍ମପାଦ ଦର୍ଶନ ଗୁହାରି ଏତିକି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment