Sunday, 6 October 2024

ନୀଳଚକ୍ରରେ ସଦା ସଦା ତୋହର ଆଖି ଦୁଇ

ନୀଳଚକ୍ରରେ ସଦା ସଦା ତୋହର ଆଖି ଦୁଇ ପ୍ରାଣ ହଂସରେ ବ୍ରହ୍ମଦାରୁରେ ବାନ୍ଧୁଛିକି ବସା ଆଗମ ନିଗମ ତୋହର ଦର୍ଶନ ଅପେକ୍ଷାରେ ଅଦୃଶ୍ୟ ପଦ୍ମପାଦକି ଦିଶିବ ପୂର୍ଣ୍ଣ ହେବ ଆଶା

No comments:

Post a Comment