Saturday, 1 March 2025

ତୋ ଛନ୍ଦା ପାଦକୁ ପଚାର ପଚାର ହେ ଗୋବିନ୍ଦ

ତୋ ଛନ୍ଦା ପାଦକୁ ପଚାର ପଚାର ହେ ଗୋବିନ୍ଦ କାହିଁକି ସେହି ମୋର ହୃଦୟକୁ ଚୋରି କରିଅଛି ହୃଦୟ ବିନା ଦେହ ଇନ୍ଦ୍ରିୟ ବାସି ମଢ଼ା ଶବ ସମ ସିଞ୍ଚ କୃପାବାରି ତୋ ବୈଷ୍ଣବ ଦୁଆରେ ପଡ଼ିଅଛି

No comments:

Post a Comment