Friday, 14 March 2025

ଯେତେ ଯେତେ କର୍ଣ୍ଣ ଶୁଣେ ଶ୍ରୀଗୋବିନ୍ଦ ଲୀଳା

ଯେତେ ଯେତେ କର୍ଣ୍ଣ ଶୁଣେ ଶ୍ରୀଗୋବିନ୍ଦ ଲୀଳା ବିପଥଗାମୀ ମନଟି ତେତେ ତେତେ ହୁଏ ଧୀର ଯେତେ ଯେତେ ହୃଦ ସ୍ମରେ ଶ୍ରୀଗୋବିନ୍ଦ ଲୀଳା ସୁପଥରେ ଚାଲି ମନ ପଦ୍ମ ପାଦକୁ ମଣେ ଘର

No comments:

Post a Comment