Sunday, 16 March 2025

ହେ ଗୋବିନ୍ଦ ତୁମେ ନାରଦ ରୁଦ୍ର ସରସ୍ବତୀ ବୀଣା

ହେ ଗୋବିନ୍ଦ ତୁମେ ନାରଦ ରୁଦ୍ର ସରସ୍ବତୀ ବୀଣା ହରେ କୃଷ୍ଣ ମହାମନ୍ତ୍ର ଜପକାଳରେ ମୃଦ୍ୟୁଙ୍ଗ ଗିନି ହେ ଗୋବିନ୍ଦ ତୁମେ ଓଡିଶୀ ନର୍ତ୍ତକୀ ପାଦ ଘୁଙ୍ଗୁର ଉଷା ଗଗନ ସିନ୍ଦୂରା ବାଳ ଅରୁଣର କୋମଳ ବହ୍ନି

No comments:

Post a Comment