Monday, 3 March 2025

ମନକୁ ଧରିବାକୁ ମନ କରିଛି ମାଆ

ମନକୁ ଧରିବାକୁ ମନ କରିଛି ମାଆ ତୋର ଆଶ୍ରିବାଦ ମୋତେ ଲୋଡ଼ା ସବୁବେଳେ ମନ ପର ଘରେ ପଶେ ପଛରେ ତା ଧାଇଁ ଧାଇଁ ହେଲି ବୁଢ଼ା

No comments:

Post a Comment