Saturday, 15 March 2025

ଉଦ୍ଧାର ଉଦ୍ଧାର ଉଦ୍ଧାର ହେ ବାସୁଦେବ

ଉଦ୍ଧାର ଉଦ୍ଧାର ଉଦ୍ଧାର ହେ ବାସୁଦେବ ତୁମରି ବଂଶୀ ଧ୍ୱନି ହେଉ ପଥ ପ୍ରଦର୍ଶକ ବୈଷ୍ଣବ ପିଣ୍ଢାରେ ମୋ ଯାତ୍ରା ସରୁ ହରି ତୁମରି ଛନ୍ଦା ଚରଣରେ ଥାଉଟି ମସ୍ତକ

No comments:

Post a Comment