A flower with 4 petals
Thursday, 13 March 2025
କୃଷ୍ଣ କୃଷ୍ଣ କୃଷ୍ଣ ଉଚ୍ଚାରଣ ଏଡିକି ମଧୁର
କୃଷ୍ଣ କୃଷ୍ଣ କୃଷ୍ଣ ଉଚ୍ଚାରଣ ଏଡିକି ମଧୁର ଶୁଣିଲେ ମଳୟ ପବନ ବେଗ ହୁଏ ମନ୍ଦ କୃଷ୍ଣ ଛବି କୃଷ୍ଣ ପ୍ରତିମା ଏଡିକି ସୁନ୍ଦର ଚିନ୍ତିଲେ ହୃଦରେ ଆଖିପତା ହୁଏ ବନ୍ଦ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment