Friday, 14 March 2025

ତୁମ ହୃଦୟ

ତୁମ ହୃଦୟ ମୋ ହାତ ରଙ୍ଗରେ ଭିଜିବା ଆଗରୁ ବନ୍ଧୁ ତୁମେ ଅନେକ ଅନେକ ଦୁରକୁ ଗଲ ଚାଲି ଅନେକ ନିରାଶା ଯନ୍ତ୍ରଣା ପଥରେ ଚାଲିବା ପରେ ସ୍ବପ୍ନ ନୁହେଁ ସମ୍ପୂର୍ଣ୍ଣ ସତ୍ୟ ପାଦତଳ ଶରଧା ବାଲି

No comments:

Post a Comment