Tuesday, 4 March 2025

ତୋର ଲୀଳା ଏଡ଼ିକି ମଧୁର ହେ ଗୋବିନ୍ଦ

ତୋର ଲୀଳା ଏଡ଼ିକି ମଧୁର ହେ ଗୋବିନ୍ଦ ଆଖି କାନରେ ପଡିଲେ ନ ଉଠେ ଦି ପାଦ କୃଷ୍ଣ କୃଷ୍ଣ ଜପିଲେ ସୁଧା ଶ୍ରାବଣ ଅବାରିତ ଭିଜାଇ ଧନ୍ୟ କରିଦେଲୁ ହେ ପରମାନନ୍ଦ

No comments:

Post a Comment