Monday, 3 March 2025

ଉଦୟ ହେଲେ ଆକାଶରେ ଦିନକର

ଉଦୟ ହେଲେ ଆକାଶରେ ଦିନକର ଅତିବ ପୁଲକିତ ଉଲ୍ଲାସିତ ହୁଏ କମଳ ହୃଦୟରେ ଉଦୟ ହେଲେ ଵିଷ୍ଣୁ ଭକ୍ତି ଦେହ କାନ୍ତି ମନ ଉଭୟ ହୁଅନ୍ତି ନିର୍ମଳ

No comments:

Post a Comment