Wednesday, 5 March 2025

ପାଞ୍ଚ ଭୁତରେ ଗଢ଼ା ମୋ ଏହି ଦେହ

ପାଞ୍ଚ ଭୁତରେ ଗଢ଼ା ମୋର ଏହି ଶରୀର ମହାଦେବ ମଥାମଣି ମୁହିଁଟି ସୁବର୍ଣ୍ଣ ଚମ୍ପା ମୋ ପ୍ରତି କୋଷରେ ଗୋବିନ୍ଦଙ୍କ ମୋହର ସେଥି ଲାଗି ଗୋବିନ୍ଦଙ୍କ ଏଡିକି ଅନୁକମ୍ପା

No comments:

Post a Comment