A flower with 4 petals
Sunday, 16 March 2025
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ନାମଟି ତୋର ହେ ଗୋବିନ୍ଦ
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ନାମଟି ତୋର ହେ ଗୋବିନ୍ଦ ମୋ ଶ୍ରବଣ ସ୍ମରଣ କୀର୍ତ୍ତନରେ ଭରିଦେଲା କେବଳ ସୁଧା ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ନାମଟି ତୋର ହେ ଗୋବିନ୍ଦ ବାଳ କୈଶୋର ଯୌବନ ବାର୍ଦ୍ଧକ୍ୟରୁ ହରିଲା ସବୁ ବାଧା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment