A flower with 4 petals
Wednesday, 12 March 2025
ସଖି ହେ କିବା ଉପମା ଦେବି ବନମାଳୀ ଗୋବିନ୍ଦଙ୍କୁ
ସଖି ହେ କିବା ଉପମା ଦେବି ବନମାଳୀ ଗୋବିନ୍ଦଙ୍କୁ ନୀଳ ମେଘ ଦେହ ଛନ୍ଦା ପାଦରେ ପ୍ରସ୍ପୁଟିତ ସରୋଜ ସଖି ହେ ପୀତବାସ ବଂଶୀ ବଂଶୀବଦନ କେକୀ ପୁଚ୍ଛ ଉଦାର ସୁଧାର ମଧୁର ଆଖି ଉଡାଇ ନେଲା ଧୀରଜ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment