Sunday 1 September 2024

କିଏ ସେ ଦେଲା ତୋର ନାମ ଗୋବିନ୍ଦ

କିଏ ସେ ଦେଲା ତୋର ନାମ ଗୋବିନ୍ଦ ପ୍ରତି ଅକ୍ଷର ମାତ୍ରାରେ ବୋଳିଲା ସୁଧା ନାମ ପ୍ରେମରେ ପଡି ଆଖି ମିଳାଇଲି ପୂର୍ଣ୍ଣବ୍ରହ୍ମ ଏ ମହାପତିତକୁ ଦିଶେ ଅଧା

No comments:

Post a Comment