Sunday 1 September 2024

ହେ ବୈଷ୍ଣବ ଗୁରୁ ଗୋବିନ୍ଦ ଏଡ଼େ ମାୟା ତୋର

ହେ ବୈଷ୍ଣବ ଗୁରୁ ଗୋବିନ୍ଦ ଏଡ଼େ ମାୟା ତୋର ଆଖି କାନ ବୁଦ୍ଧି ମନ କାହିଁରେ ନ ପଡ଼ୁଅଛୁ ଧରା ପାଣି ଫୋଟକା ସମ ଜୀବ ଜୀବନ ଆସେ ଯାଏ ହେ ଅତି ମଧୁର ବଂଶୀବଦନ ହେଲି ଦରମରା

No comments:

Post a Comment