Monday 2 September 2024

ମୋର ଏତେ ଗୁଡିଏ ଭାଇ ଭଉଣୀ

ମୋର ଏତେ ଗୁଡିଏ ଭାଇ ଭଉଣୀ ମାଆ ମୋର କଥା କି ମନରେ ଥିବ ଶୁଣୁ ନ ଶୁଣୁ ଡାକ ପାଷାଣୀ ହୃଦୟ ମା ମା ମା ଡାକୁଥିବି ଯିବାଯାଏ ଜୀବ

No comments:

Post a Comment