Monday 2 September 2024

ତୁମ୍ଭ ବିଶାଳ ଭୂଜରେ ଏତେ ବଳ ହେ ଚକାଡୋଳା

ତୁମ୍ଭ ବିଶାଳ ଭୂଜରେ ଏତେ ବଳ ହେ ଚକାଡୋଳା ହେ କୃପାସିନ୍ଧୁ ହେ ପତିତପାବନ କିଛି ତ ଦେଇଥା ତୁଳସୀ ଗଛରେ ଜଳ ଢାଳି ଢାଳି ମୁହିଁ ସାରି ଦେବି ହେ ଦୀନବନ୍ଧୁ ସେବକଠାରେ କିଛି କରୁଣା ବହିଥା

No comments:

Post a Comment