Monday 2 September 2024

ଦଶ ମାସ ମାଆ ପେଟରେ ତୁମ୍ଭ ରକତ ମାଉଁସର ଦେହ

ଦଶ ମାସ ମାଆ ପେଟରେ ତୁମ୍ଭ ରକତ ମାଉଁସର ଦେହ ହେ କୃଷ୍ଣ ଆହାଃ ଏ ଆଖିଡୋଳାକୁ ଏଡିକି ଦିଶେ ସୁନ୍ଦର ଦିନ କେତୁଟା ହେଲେ ହେଉ ମୋର ଏହି ଭଵ ଯାତରା ହେ ବେଣୁ ଗୋପାଳ ଥରୁଟେ ଆସ ବସ ହୃଦୟ ମନ୍ଦିର

No comments:

Post a Comment