Wednesday, 5 March 2025

ହେ ମୋହନ ବଂଶୀ ହେ ଲୀଳାମୟ କୃଷ୍ଣ

ହେ ମୋହନ ବଂଶୀ ହେ ଲୀଳାମୟ କୃଷ୍ଣ ସମାନ ଦୟାଵନ୍ତ କୋଟି ବ୍ରହ୍ମାଣ୍ଡରେ ନାହିଁ ଏଡିକି ମଧୁର ତୋହର ତୋ କଳାବଦନ ଆଖି ଫେରେ ନାହିଁ ଥରେ ଦେଲେ ଚାହିଁ

No comments:

Post a Comment