Wednesday, 5 March 2025

ଯହିଁ ଅହଙ୍କାର ସେଠି ତୁମେ ଲୁପ୍ତ

ଯହିଁ ଅହଙ୍କାର ସେଠି ତୁମେ ଲୁପ୍ତ ଦୃଶ୍ୟ ଅଦୃଶ୍ୟରେ ସ୍ଥିର କିନ୍ତୁ ଗୁପ୍ତ ଯୋଗୀଜନ ହୃଦୟ ଚନ୍ଦନ ତୁମେ ସହଜ ଭକ୍ତିକୁ ତୁମେ ଅପର୍ଯ୍ୟାପ୍ତ

No comments:

Post a Comment