Sunday, 2 March 2025

ରାମ ଶବ୍ଦ କେବଳ ଦୁଇ ଅକ୍ଷର

ରାମ ଶବ୍ଦ କେବଳ ଦୁଇ ଅକ୍ଷର ହୃଦୟକୁ ନୁଁହଇ ବେଶୀ ଭାରୀ ଜିଭରେ ଚାଖି ଦେଖ ଜୀବରେ ମିଠାକୁ ସୁଧା ନ ହୋଇବ ସରି

No comments:

Post a Comment