Sunday, 2 March 2025

ଅଖିଳ ଭୁବନ ମୋହିନୀ ବିଷ୍ଣୁ ମାୟା

ଅଖିଳ ଭୁବନ ମୋହିନୀ ବିଷ୍ଣୁ ମାୟା କେବଳ ସାଧୁଙ୍କ ହସ୍ତରେ ସୁଧା ଦେଲା ମନ ସଦା ଭ୍ରମଇ ଅନ୍ୟର ଅହିତରେ ନର ଜନ୍ମ ମୋ ସମ୍ପୂର୍ଣ୍ଣ ବ୍ୟର୍ଥ ହେଲା

No comments:

Post a Comment