Saturday, 15 March 2025

ଚନ୍ଦ୍ର ସୂର୍ଯ୍ୟ ଚକ୍ଷୁ ତୋ ପତି ଚକାଡୋଳା

ଚନ୍ଦ୍ର ସୂର୍ଯ୍ୟ ଚକ୍ଷୁ ତୋ ପତି ଚକାଡୋଳା ଅତି ଭାଗ୍ୟବତୀ ମୋର ମାଆ କମଳା ଦୁଆରେ ତୋହର ଉପଵାସୀ ଭିକାରି ଭିକ୍ଷା ଥାଳରେ ଦିଅ କୃଷ୍ଣ ଭକ୍ତି ଅଚଳା

No comments:

Post a Comment