Saturday, 15 March 2025

ଆହାଃ କେଡେ ବଡ ମହିମାମୟ ସେହି ଚକାଡୋଳା

ଆହାଃ କେଡେ ବଡ ମହିମାମୟ ସେହି ଚକାଡୋଳା ଅବ୍ୟକ୍ତ କମଳା ସେବିତ କମଳ ପାଦରେ ଚଳିଲେ ପଦ ପଦରେ ପୂର୍ଣ୍ଣ ଅମୀୟ ପିୟୁଷ ଶ୍ରୀଗୀତଗୋବିନ୍ଦ ଅବ୍ୟକ୍ତ କମଳ କରରେ ଅମୃତ ଧାଡିକୁ ଯୋଡ଼ିଲେ

No comments:

Post a Comment