Thursday, 13 March 2025

ହେ ପତିତପାବନ ହେ ପୁରୁଷୋତ୍ତମ କୃଷ୍ଣ

ହେ ପତିତପାବନ ହେ ପୁରୁଷୋତ୍ତମ କୃଷ୍ଣ କୃପାନିଧି ହେ ସ୍ଵକୃପାରେ ଦିଅ ତୁ ଦରଶନ ମୁହିଁ ସଂସାରରେ ସବୁଠାରୁ ଅଧିକ କୁକର୍ମୀ ହରି ହେ ତିଳ ପ୍ରମାଣ ପୁର୍ଣ୍ୟ କରିନି ଅର୍ଜନ

No comments:

Post a Comment