Thursday, 13 March 2025

କୃଷ୍ଣ କପାଳରେ ଟୋପି ଟୋପି ଚନ୍ଦନ

କୃଷ୍ଣ କପାଳରେ ଟୋପି ଟୋପି ଚନ୍ଦନ ଅତି ମଧୁର ସୁନ୍ଦର ସେ ବଂଶୀ ବଦନ ମହୁଠାରୁ ମିଠା କୃଷ୍ଣ ନାମ ବେଣୁ ଧ୍ୱନି ବ୍ରହ୍ମାନନ୍ଦ କୃଷ୍ଣଙ୍କ ଛନ୍ଦା ଚରଣ ଚିନ୍ତନ

No comments:

Post a Comment