Thursday, 23 October 2025

ତେର ଖଣ୍ଡ ଯାକ ଭାଗବତ ପୁରିଅଛି ଗୋବିନ୍ଦ ଲୀଳାରେ

ତେର ଖଣ୍ଡ ଯାକ ଭାଗବତ ପୁରିଅଛି ଗୋବିନ୍ଦ ଲୀଳାରେ ହେ କଳା ବଦନ ରୁକ୍ମଣୀ ଜୀବନ ଆଉ ଏକ ଲୀଳା କର ବେନି ଅପଲକ ଚନ୍ଦ୍ର ସୂର୍ଯ୍ୟ ଚକାଡ଼ୋଳା କୃପାରେ ଭରିଛି ଛନ୍ଦାପାଦ ବଢ଼ା ପଖାଳିବି ଆଖିରୁ ଲୁହ ବହେ ଧାର ଧାର

No comments:

Post a Comment