Friday, 24 October 2025

ଶାସ୍ତ୍ର ଜ୍ଞାନ ନାହିଁ ଚାରି ଧାଡି ଅନାବନା ଲେଖି

ଶାସ୍ତ୍ର ଜ୍ଞାନ ନାହିଁ ଚାରି ଧାଡି ଅନାବନା ଲେଖି ହେ ମହାବାହୁ ଚନ୍ଦନ ଅର୍ଗଳୀରେ ଥୋଇଥାଏ ବାଛି ବାଛି ଗୋଟିଏ ଘେନିବ ହେ ଭାବଗ୍ରାହୀ ଅପଲକ ସୁଧାନିଧି କଳା ଶ୍ରୀମୁଖକୁ ଚାହିଁଥାଏ

No comments:

Post a Comment