A flower with 4 petals
Wednesday, 22 October 2025
ମୃଦଙ୍ଗ ଡାକଇ ଆସ ହେ ଝାଞ୍ଜ ଗିନି କରତାଳ
ମୃଦଙ୍ଗ ଡାକଇ ଆସ ହେ ଝାଞ୍ଜ ଗିନି କରତାଳ ତରିଯିବା ଆମେ ସର୍ବ କରି ହରିନାମ ସଂକୀର୍ତ୍ତନ ଭେଣ୍ଡିଆ ବୟସରେ ସିନା ଉଦଣ୍ଡ ନୃତ୍ୟ ସୁନ୍ଦର ପଡିଯିବା ଭୟ ସର୍ଵଦା ବୃଦ୍ଧ ବୟସ ହୀନିମାନ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment