Tuesday, 21 October 2025

ମାଆ ଗୋ ବିଷ୍ଣୁ ମୋହିନୀ

ମାଆ ଗୋ ବିଷ୍ଣୁ ମୋହିନୀ କେଡେ ଅଭେଦ୍ୟ ମାୟା ମାଆ ଗୋ କୃଷ୍ଣ ସହୋଦରୀ କେତେ ତୋର ଲୀଳା ଅତି ଦୃଢ଼େ ହସ୍ତ ଧରି ବୈକୁଣ୍ଠକୁ ଘେନି ଯାଅ ମାଆ ଥରୁଟେ ଆତ୍ମା ଭେଟୁ ବଂଶୀ ବଦନ ଦେବକୀ ବଳା

No comments:

Post a Comment