Thursday, 23 October 2025

ଇନ୍ଦ୍ରିୟ ମାନସ କ୍ଷଣେ ରାମ ପିଛା ନ ଛାଡ଼ନ୍ତି

ଇନ୍ଦ୍ରିୟ ମାନସ କ୍ଷଣେ ରାମ ପିଛା ନ ଛାଡ଼ନ୍ତି ତେଣୁ ରାମ କୃଷ୍ଣ ଏକାନ୍ତେ ନୋହିଲା ଭେଟ ବ୍ରହ୍ମଦାରୁ ଅଧାଗଢା ପଦ୍ମ ପାଦ ଲୁଚାଇଲେ ତେଣୁ ଆତ୍ମା ନିରତ ବୁଲୁଥାଏ ଯମୁନା ତଟ

No comments:

Post a Comment