Tuesday, 21 October 2025

ଦ୍ୱାପର ଲୀଳା ଥିଲା ଅତୀବ ବିଭୀଷିକା ପୂର୍ଣ୍ଣ

ଦ୍ୱାପର ଲୀଳା ଥିଲା ଅତୀବ ବିଭୀଷିକା ପୂର୍ଣ୍ଣ ପ୍ରଭୁ ହେ ଶ୍ରୀଅଙ୍ଗକୁ ଲାଗିଲା ଯାତ୍ରାଶ୍ରମ କ୍ଲାନ୍ତି ଭୀଷଣ ଭଦ୍ର ହୋଇଲେ ଶାନ୍ତାକାର ବ୍ରହ୍ମଦାରୁ ସନ୍ଦର୍ଶନେ ଅଖିଳ ବ୍ରହ୍ମାଣ୍ଡ ଲଭେ ପରମ ଶାନ୍ତି

No comments:

Post a Comment