A flower with 4 petals
Thursday, 23 October 2025
ତୁମ୍ଭେ କରୁଣାର ସାଗର ହେଲେ ହେ ମହାବାହୁ
ତୁମ୍ଭେ କରୁଣାର ସାଗର ହେଲେ ହେ ମହାବାହୁ ଏହି ପତିତ ସଂସାରୀ ହୃଦୟରେ ଗୋଟିଏ ବିନ୍ଦୁ ତୁମ୍ଭେ ବ୍ରହ୍ମଦାରୁ ଅଧାଗଢା କୋଟି ବିଶ୍ୱ ବ୍ରହ୍ମାଣ୍ଡ ଏହି ମୂଢ଼ ଏକ ମଣିଷ ନୁହେଁ ଯବନ ନୁହେଁ ହିନ୍ଦୁ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment