Thursday, 23 October 2025

ସେହି ଦାରୁ ଦେବତା ମୁହିଁ ରକ୍ତ ମାଂସ ଶରୀର

ସେହି ଦାରୁ ଦେବତା ମୁହିଁ ରକ୍ତ ମାଂସ ଶରୀର ମୁଁ ଜାଣେ ନାହିଁ କେମିତି ସମର୍ପଣ କରିବି ଭାଵ ସେହି ଭାବଗ୍ରାହୀ ମୁହିଁ ଦୀନ ଅସରନ୍ତି ଅଭାବ ମୁଁ ଜାଣେ ନାହିଁ କେମିତି ଲଭିବି ରାଧା ମାଧବ

No comments:

Post a Comment