Wednesday, 22 October 2025

ଅଧମ ସନ୍ତାନ ରାମର କେବଳ ସମ୍ବଳ ନାମ ସ୍ମରଣ

ଅଧମ ସନ୍ତାନ ରାମର କେବଳ ସମ୍ବଳ ନାମ ସ୍ମରଣ କମଳା ସେବନ୍ତି କରାଞ୍ଜୁଳିରେ ଯେଉଁ କମଳ ଚରଣ ଥରୁଟିଏ ସ୍ପର୍ଶ କରନ୍ତି ଆତ୍ମା ଅତିବ ଆକୁଳ ବ୍ୟାକୁଳ ଅପଲକ ଆଖି ପତା ଢାଳି ଆଶା କରିବେକି ପୂରଣ

No comments:

Post a Comment