Wednesday, 22 October 2025

ଓଁକାର ଅକ୍ଷରରେ ଛନ୍ଦିଲି ଦେହକୁ

ଓଁକାର ଅକ୍ଷରରେ ଛନ୍ଦିଲି ଦେହକୁ ଛନ୍ଦା ଚରଣରେ ଛନ୍ଦିଲି ମନ ଭକ୍ତି ହୃଦ ପଦ୍ମରେ ଛନ୍ଦିଲି ବୁଦ୍ଧି ଜ୍ଞାନକୁ ବ୍ରହ୍ମଦାରୁରେ ପ୍ରାଣ ଛନ୍ଦନ୍ତୁ ଶ୍ରୀପତି

No comments:

Post a Comment