Tuesday, 21 October 2025

ଅହଙ୍କାର ପାଣି ଫୋଟକା ଦେହକୁ ନିଖାରେ ଦର୍ପଣରେ

ଅହଙ୍କାର ପାଣି ଫୋଟକା ଦେହକୁ ନିଖାରେ ଦର୍ପଣରେ ବୈଷ୍ଣବ ସଦା ନିରନ୍ତର ଆତ୍ମାକୁ ଦେଖେ ସକଳ ଭୂତରେ ରବି ସୁଧାକର ଥିଲେ ନିରନ୍ତର ଥିବେଟି ଚକାଡ଼ୋଳାରେ ଚକ୍ଷୁ କର୍ଣ୍ଣ ମନ ଏହି ତିନିଙ୍କ କହିବାକୁ ନ ଘେନ ଚିତ୍ତରେ

No comments:

Post a Comment