Tuesday, 21 October 2025

ଏହି ଦେହ ଓଲଟ

ଏହି ଦେହ ଓଲଟ ବୃକ୍ଷରୁ ହଂସ କେବେ ଯେ ଉଡିଯିବ ହେ ଗୋବିନ୍ଦ ହେ ଗୋପାଳ ତାରିଖ ତୀଥି ଜଣା ନାହିଁ ଏବେ ଗଲେ ଯାଉ ଯେବେ ଯାଉଛି ତା ତୁମ୍ଭର ଇଚ୍ଛା ବଂଶୀ ବଦନଙ୍କ ଛନ୍ଦା ଚରଣରେ ଚିତ୍ତ ମୁଁ ଥିବି ଥୋଇ

No comments:

Post a Comment