Monday, 29 September 2025

ବାସ ଚାଉଳରେ କ୍ଷୀରି ଭାରି ସୁସ୍ୱାଦୁ

ବାସ ଚାଉଳରେ କ୍ଷୀରି ଭାରି ସୁସ୍ୱାଦୁ ଜୀବନ ଚିନିକୁ ନ ପାଏ ଖୋଜି ଖୋଜି ଚନ୍ଦନ ଚର୍ଚ୍ଚିତ ଚକାଡୋଳା ସର୍ବ ଆତ୍ମା ବ୍ରହ୍ମାନନ୍ଦ ହୃଦରେ ସ୍ମର ଆଖି ବୁଜି ବୁଜି

No comments:

Post a Comment