Wednesday, 17 September 2025

ତୁହିରେ ବଡ ଦାଣ୍ଡ ତୁହିରେ ବାଇଶି ପାହାଚ

ତୁହିରେ ବଡ ଦାଣ୍ଡ ତୁହିରେ ବାଇଶି ପାହାଚ ଗୋପ ଯମୁନା କୂଳ ବୃନ୍ଦାବନ ମଥୁରା ବିଜୟ ତୁହିରେ ଜଗ ମୋହନ ତୁହିରେ ଚନ୍ଦନ ଅର୍ଗଳୀ କମଳା ସେବିତ କମଳ ଚରଣ ପରମ ଆଶ୍ରୟ

No comments:

Post a Comment