Monday, 22 September 2025

ଏହି ଚାରି ଧାଡି ତୁମ୍ଭ ପାଇଁ

ଏହି ଚାରି ଧାଡି ତୁମ୍ଭ ପାଇଁ ଚକାଡୋଳା ମୁହିଁ ମଲା ପରେ ନିଜେ ନେବ ନିଜ ଯତ୍ନ ମୁଁ ଗୋଟିଏ ମହା ପାତକୀ ହେ ମହାବାହୁ ପ୍ରାଣ ପ୍ରୟାଣ କାଳେ ତୁମ୍ଭେ ହୃଦୟ ରତ୍ନ

No comments:

Post a Comment