Saturday, 20 September 2025

ଆହାଃ କିଏ ସେ ଗଢିଲା ଏମନ୍ତ ସୁଧାନିଧି ରୂପ ପଶରା

ଆହାଃ କିଏ ସେ ଗଢିଲା ଏମନ୍ତ ସୁଧାନିଧି ରୂପ ପଶରା ଆହାଃ କିଏ ବୈଷ୍ଣବ ଚିନ୍ତାକଲା ପହଣ୍ଡି ବିଜୟ ଯାତରା ଆହାଃ କେ ଦେଲା ନାମ ରାମ ଗୋବିନ୍ଦ ହରି ବନମାଳୀ ଥରୁଟିଏ ଦେଖନ୍ତିକି ଝୁରି ଝୁରି ଦେହ ଧରିଲାଣି କତରା

No comments:

Post a Comment