Monday, 29 September 2025

ବ୍ରହ୍ମାନନ୍ଦ ଉଛୁଳା କଳା ଧଳା ଦୁଇ ଚକାଡୋଳା

ବ୍ରହ୍ମାନନ୍ଦ ଉଛୁଳା କଳା ଧଳା ଦୁଇ ଚକାଡୋଳା ଯୋଗୀଜନ ଚକ୍ଷୁକୁ ବଂଶୀ ବଦନ କମଳ ଆଖି ଶ୍ରୀନାଥ ଶ୍ରୀହୃଦ ଶ୍ରୀ ସେବିତ ସଦା ଶଙ୍କର ଧ୍ୟାନ ଛନ୍ଦା ଚରଣରେ ବସା ବାନ୍ଧିଲା ଏହି ପ୍ରାଣପକ୍ଷୀ

No comments:

Post a Comment