Thursday, 25 September 2025

କେଉଁଠାରେ ମୋହର ଆତ୍ମା

କେଉଁଠାରେ ମୋହର ଆତ୍ମା କାହିଁ ଚର୍ମ ଚକ୍ଷୁକୁ ଦିଶୁ ନାହିଁ ସର୍ବତ୍ର ବିଷ୍ଣୁ ମୋହିନୀ ମାୟା ଛନ୍ଦା ପାଦ ହୃଦେ ଅଛି ଧ୍ୟାୟି

No comments:

Post a Comment