Wednesday, 24 September 2025

ଦେହ ସଵାରୀରେ ରାଧା ରାଣୀ କନିଆଁ

ଦେହ ସଵାରୀରେ ରାଧା ରାଣୀ କନିଆଁ ହୃଦ ପାଲିଙ୍କିରେ କୃଷ୍ଣ ବର ଛନ ଛନିଆଁ ତୁଣ୍ଡ ବୋଲେ ହରେ କୃଷ୍ଣ ହରେ ରାମ କେଡେ ମଧୁମୟ ଏ ରୋସଣି ଦୁନିଆଁ

No comments:

Post a Comment