Saturday, 27 September 2025

ବ୍ରହ୍ମଦାରୁ ଅପଲକ ନୟନ କୋଣରେ

ବ୍ରହ୍ମଦାରୁ ଅପଲକ ନୟନ କୋଣରେ ଯେତେ ଦୟା ସମ ନୁହେଁ କେହି ଜଣେ ଚକାଡୋଳା ତୁଳସୀ ବକ୍ଷର ଉଦାରତା ଚିତ୍ତେ ଗୁଣି ପରମ ଭାଗ୍ୟବାନ ମଣେ

No comments:

Post a Comment