Monday, 22 September 2025

ନଦୀ ସିନା କେବଳ ଅନୁଭବ କରିବ ଯାତ୍ରା ଶେଷେ

ନଦୀ ସିନା କେବଳ ଅନୁଭବ କରିବ ଯାତ୍ରା ଶେଷେ ନୀଳ ନିର୍ମଳ ଶାନ୍ତାକାର ମହୋଦଧିରେ ମିଳନ ସୁଖ ମୁଁ କୋଟି ଜନ୍ମରେ ପାପରେ ପଙ୍କିଳ ଗୋବର ଗଡିଆ ଝୁରି ଝୁରି ମାରିବା ସାର କେଡେ ନିର୍ଦ୍ଦୟ କମଳ ମୁଖ

No comments:

Post a Comment